ଶ୍ରେଣୀ – ପ୍ରଥମ || ବିଷୟ – ସାହିତ୍ୟ ପ୍ରସଙ୍ଗ – ଟୁନାତୁନି MIL ( Odia )

MIL Ep#002 || ଟୁନା ଟୁନି || ପ୍ରଥମ ଶ୍ରେଣୀ || Tuna Tuni || Class#1 || Part#02 || PK Classes


ଟୁନା ଟୁନି 

ଟୁନା ଟୁନି ଭାଇ ଭଉଣୀ 
ଆଣିଲେ ଚାଉଳ ଚୂନା, 
ବିରି ବାଟିଲେ ଚକୁଳି କଲେ 
କହିଲେ ଚଟିଆ ଅନା।

କବାଟ ଖୋଲି କହିଲା ଟୁନା
ବାଘ ମାମୁ ହେ ଆସ, 
ଚକୁଳି ତିନି ଚଟଣି ଖାଇ 
ଚଉକି ଉପରେ ବସ।

ତଉକି  କଲା କଟକଟ
ବାଘମାମୁ ଛଟପଟ   । 
                             

Leave a Comment

Your email address will not be published. Required fields are marked *

Scroll to Top
×